ଆଇଟିଆଇ, ଆନନ୍ଦପୁର
- ପ୍ରତିଷ୍ଠାନ ପ୍ରକାର
ସରକାରୀ
- ଜିଲ୍ଲା କେନ୍ଦୁଝର
ଆନନ୍ଦପୁର ଠାରେ ସରକାରୀ ଆଇଟିଆଇ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା। ସାମାଜିକ ଅସୁବିଧାରେ ପଡିଥିବା ମହିଳାମାନଙ୍କୁ ଧନ୍ଦାମୂଳକ ଏବଂ ବୈଷୟିକ ତାଲିମ ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ତାଲିମ ପାଇବା ପରେ ଛୋଟ ଛୋଟ ବ୍ୟବସାୟ ଜରିଆରେ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପରବର୍ତ୍ତୀ ସମୟରେ ଶିଳ୍ପର ଆବଶ୍ୟକତାକୁ ଚାହିଁ ତାଲିମ ପ୍ରଦାନ କରାଗଲା ଏବଂ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ମିଳିଲା।